ଶୂଦ୍ରମୁନି - ସାରଳା ଦାସ
ସାରଳା ଦାସ ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏକି ଓଡ଼ିଆ ଭାଷା ରେ ସାହିତ୍ୟ ରଚନା କରିବା ଆରମ୍ଭ କରିଥିଲେ |
- ବିଲଙ୍କା ରାମାୟଣ
- ସାରଳା ମହାଭାରତ
- ଚଣ୍ଡୀପୁରାଣ
କବି ସମ୍ରାଟ - ଉପେନ୍ଦ୍ର ଭଞ୍ଜ
- ଲାବଣ୍ୟବତୀ
- ବୈଦେହୀଶ ବିଳାସ
- କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ
କବି ବର - ରାଧାନାଥ ରାୟ
- କେଦାରଗୌରୀ
- ଚନ୍ଦ୍ରଭାଗା
- ନନ୍ଦିକେଶ୍ୱରୀ
- ଉଷା
- ପାର୍ବତୀ
- ଚିଲିକା
- ମହାଯାତ୍ରା
- ଦରବାର
ଉତ୍କଳ ମଣି - ଗୋପବନ୍ଧୁ ଦାସ
- ଅବକାଶ ଚିନ୍ତା
- କାରାକବିତା
- ବନ୍ଦୀର ଆତ୍ମକଥା
- ଧର୍ମପଦ
- ବ୍ରହ୍ମତତ୍ତ୍ବ ବା ନଚିକେତା ଉପାଖ୍ୟାନ
- ଗୋମାହାତ୍ମ୍ୟ
- ଓଡ଼ିଆର ଜାତୀୟତା (ପ୍ରବନ୍ଧ)
ଉତ୍କଳ ଗୌରବ - ମଧୂସୁଧନ ଦାସ
- "ଉତ୍କଳ ସନ୍ତାନ"
- "ଜାତି ଇତିହାସ"
- "ଜ୍ଞାନୀର ଉକ୍ତି"
- "ଜାତୀୟ ଗୀତିକା"
ସ୍ୱଭାବ କବି/ପ୍ରକୃତି କବି - ଗଙ୍ଗାଧର ମେହେର
- ମାତୃଭୂମି
- ତପସ୍ୱିନୀ (୧୯୧୨, ସର୍ବାଧିକ ଲୋକପ୍ରିୟ କାବ୍ୟ)
- ଅର୍ଘ୍ୟଥାଳି (ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ)
- ଇନ୍ଦୁମତୀ
- ମଧୁମୟ
- ଉତ୍କଳ ଲକ୍ଷ୍ମୀ
- କୀଚକ ବଧ
- ପ୍ରଣୟ ବଲ୍ଲରୀ
- ରସ ରତ୍ନାକର
- ମହିମା
- କବିତା କଲ୍ଲୋଳ
- ଅଯୋଧ୍ୟା ଦୃଶ୍ୟ
- ବଳରାମଦେବ
- ପଦ୍ମିନୀ
- ଅହଲ୍ୟାସ୍ତବ
- ଅର୍ପଣ
- ଆଶ୍ରମେ ପ୍ରଭାତ
- ଉତ୍କଳ-ଲକ୍ଷ୍ମୀ
- ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର
- ମହାଜନ
- ସୁଭାବ ଓ ସ୍ୱଭାବ
- ନର ଓ ମୟୂର
ବ୍ୟାସ କବି - ଫକିର ମୋହନ ସେନାପତି
- ’ଛ’ ମାଣ ଆଠ ଗୁଣ୍ଠ’
- ’ମାମୁଁ’
- ’ପ୍ରାୟଶ୍ଚିତ’
- ’ଲଛମା'
- ରେବତୀ
- ପେଟେଣ୍ଟ ମେଡିସିନ
- ରାଣ୍ଡିପୁଅ ଅନନ୍ତା
- ଡାକମୁନିସୀ
କବିସୂର୍ଯ୍ୟ - ବଳଦେବ ରଥ
ସନ୍ଥ କବି - ଭୀମ ଭୋଇ
- ସ୍ତୁତିଚିନ୍ତାମଣି
- ହଲିଆ ଗୀତ
- ଡାଲଖାଈ
ଭକ୍ତକବି - ମଧୁସୂଦନ ରାଓ
ଜାତୀୟ କବି - ବୀରକିଶୋର
କାନ୍ତକବି - ଲକ୍ଷ୍ମୀକାନ୍ତ ମହାପାତ୍ର
କବିଚନ୍ଦ୍ର - କାଳିଚରଣ ପଟ୍ଟନାୟକ
ଉତ୍କଳ ଘଣ୍ଟି - ଯଦୁମଣି ମହାପାତ୍ର
ପାଞ୍ଚ ସଖା - ଜଗନ୍ନାଥ ଦାସ, ବଳରାମ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ ଓ ଅଚ୍ୟୁତାନନ୍ଦ ଦାସ.